Skip to main content
OdishaTrending News

ନେତାଜୀ ସୁବାଷ ଙ୍କ 123 ତମ ଜୟନ୍ତୀ ପାଳିତ

By January 24, 2020No Comments

Loading

କଟକ:ଆଜି ଭାଜପା କଟକନଗର ତରଫରୁ ନେତାଜୀ ସୁବାଷ ଙ୍କ 123 ତମ ଜୟନ୍ତୀରେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଗୌରୀଶଙ୍କର ପାର୍କରୁ ନଗରର କାର୍ଯ୍ୟକର୍ତା ମାନେ ଏକ ବିଶାଳ ପଦଯାତ୍ରାରେ ବାହାରି ନେତାଜୀଙ୍କ ଜନ୍ମସ୍ଥାନ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।

ଏଥିରେ ରାଜ୍ୟ ଭାଜପା ସଭାପତି ଶ୍ରୀ ସମୀର ମହାନ୍ତି,ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ,ଉପ ସଭାପତି ଶ୍ରୀ ନୟନ ମହାନ୍ତି,ସଦର ଜ଼ୀଲ୍କା ସଭାପତି ପ୍ରକାଶ ବେହେରା,ସ୍ମୃତି ପଟନାୟକ, ବିନୋଦ ଦାଶ,ଭାଜପା ଯୁବମୋର୍ଚ୍ଚା ସଭାପତି ଟଂକଧର ତ୍ରିପାଠୀ,ରଶ୍ମିରେଖା ଦାସ,ଗୋଲଖ ମହାପାତ୍ର,ସୁରଥ ବିଶ୍ୱାଳ,ବିବେକ ନାୟକ,ସିକନ୍ଦର ଅଲ୍ଲୀ,ସଞ୍ଜୟ ଜେନାସୁଶାନ୍ତ ବେହେରା,ନିରୋଦ ପଣ୍ଡା,ବୈଦେଶ୍ୱର ପଣ୍ଡା,ବିଶ୍ୱରଂଜନ ମିଶ୍ର,ନନ୍ଦକିଶୋର ଜେନା,ଲିଙ୍ଗୁ ହାତୀ,ଦେବାନନ୍ଦ ସିଂ,କାଳୀ ପ୍ରସାଦ ମହାନ୍ତି,ଗୋପାଳ ବେହେରା,ପୁଷ୍ପିତା ମହାପାତ୍ର,ବାଦଲ ଦାସ,ସନ୍ଦୀପ ଚିନାରା, ସ୍ମୃତି ରଞ୍ଜନ ମିଶ୍ର,କଳ୍ପନା ପଟ୍ଟନାୟକ, ପ୍ରବୀଣା ମହାପାତ୍ର, ସୁଧୀର ଶତପଥି,ମିଲନ ବଡୁ,ବିଜୟ ମହାପାତ୍ର, ଶ୍ରୀନିବାସ ରେଡି,ସରୋଜ଼ ମଣ୍ଡଳ, ଚନ୍ଦନ ସେନ,ମନ୍ମଥ ସେନାପତି,ମାରୁତି ରାଓ,ପ୍ରକାଶ ଅଗ୍ରୱାଲ,ଦୀପ୍ତି ସ୍ବାଇଁ,ମହେନ୍ଦ୍ର ମହାନ୍ତି,କୁକୁମିନା ଦାସ,ରଞ୍ଜିତା,ସଦାନନ୍ଦ ବିଶ୍ୱାଳ,ଦିଲ୍ଲୀପ ମଲ୍ଲିକ,ରଞ୍ଜନ କୁମାର ବେହେରା,ସ୍ୱାଗତିକା ମହାପାତ୍ର, ଦୀପକ ଆଜ଼ାଦ, କଳ୍ପନା ବେହେରା,ସଂଯୁକ୍ତା ମିଶ୍ର,ୱାହିଦା ଆନସାରି,ମମତା ନନ୍ଦୀ, ସମର୍ପିତା ଚୌଧୁରୀ,ନମିତା ମହଲା,ଗାୟତ୍ରୀ ଦାସ,ସତ୍ୟ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ଜେନା,କବି ମହାନ୍ତି,ଇମତିଆଜ଼ ଖାଁ, ଅନଦା ଦାସ,ଖିତିଶ ଜଗତି,ମୁକେଶ ଭୂୟାଁ,ସୁରେଶ ମହାନ୍ତି, ଚନ୍ଦ୍ର ଶେଖର ବିଶ୍ୱାଳ, ଦୀପ୍ତି ସାହୁ ଆଦି ପ୍ରମୁଖ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ ଏବଂ ପରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓ ନଗର ସଭାପତି ଶ୍ରୀ ବଡୁ ସମର୍ଥକଙ୍କୁ ନେଇ ସମାଜ କାର୍ଯ୍ୟାଳୟ ଯାଇ ଗୋପବନ୍ଧୁ ଙ୍କ ମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ମିଡ଼ିଆ ସେଲ ପ୍ରମୁଖ ଶ୍ରୀ ମାନସ ଓଝା ଜଣାଇଛନ୍ତି।

Leave a Reply

five × 3 =