Skip to main content
OdishaTrending News

ମାସିକ ବିକୃତ ପୁଅ ବାପାକୁ ମାରି ନିଜେ ଆତ୍ମ ହତ୍ୟା କଲା

By March 23, 2020No Comments

Loading

 ମାସିକ ବିକୃତ ପୁଅ ବାପାକୁ ମାରି ନିଜେ ଆତ୍ମ ହତ୍ୟା କଲା

O T M କଲୋନୀ ଚୌଦ୍ୱାର
Pradip Raj
ଚୌଦ୍ୱାର : O T M କଲୋନୀ 11ନମ୍ବର ୱାର୍ଡ ରେ ରହୁ ଥିବା କଲୁ ଚରଣ ବେହେରା ( 60 )ଏକ ଫଳ ଦୋକାନରେ କାମ କରି ପେଟ ପୋଷନ୍ତି ତାଙ୍କ ପୁଅ ମୁନି ଡାଇଭର ଭାବରେ କାମ କରନ୍ତି ମୁନି ର ମାନସିକ ଅବସ୍ଥା ଭଲ ନଥିଲା କୋଣସି କାରଣରୁ ଘରେ ପାଟି ତୁଣ୍ଡ ହୋଇ ଥିଲା ମୁନି ଉକ୍ଷୀପ୍ତ ହୋଇ ଏକ ଲୁହା ଛଡ଼ରେ ନିଜ ବାପାର ମୁଣ୍ଡକୁ ବାରମ୍ବାର ପିଟି ଥିଲା ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇ ଯାଇ ଥିଲା ଯୁବକ ତାର ବାପାକୁ ନର୍ମମ ଭାବରେ ହତ୍ୟା କରିଥିଲା ଏବଂ ନିଜେ ଏକ ବେଲଡ଼ ରେ ନିଜକୁ ନିଜେ ବିଭିନ୍ନ ଜାଗାକୁ ବେଲେଡ଼ ରେ କ୍ଷତ ବୀକ୍ଷତ କରି କାଟି ଦେଇ ଥିଲା ଏହା ଫଳରେ ତାର ଦେହରୁ ରକ୍ତସ୍ରାବ ହେବାରୁ ତାର ମୃତ୍ୟୁ ହୋଇ ଥିଲା ଓ ତାର ମା ପୋଲିସ କୁ ଖବର ଦେଇ ଥିଲା ତତକ୍ଷଣାତ ଚୌଦ୍ୱାର ପୋଲିସ I I C ପଦ୍ମନାଭ ପ୍ରଧାନ ଙ୍କ ଅଦକ୍ଷତା ରେ ସାଇଣ୍ଟିଫିକ ଟିମ ଓ ପୋଲିସ ଘଟଣା ସ୍ତଳ ରେ ପହଁଚି ଇନକ୍ଵାରି ଜାରି ରଖିଛନ୍ତି ।

 

Leave a Reply

7 + 19 =