Skip to main content

ଟି. ଏନ. ଟି ସ୍କିଲ ସେଣ୍ଟର ଶିକ୍ଷାନୁଷ୍ଠାନର ବୈଜ୍ଞାନିକ ପ୍ରର୍ଦଶନୀରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ବିତରଣ।

ବ୍ରହ୍ମପୁର : ଟି. ଏନ. ଟି ସ୍କିଲ ସେଣ୍ଟର ଶିକ୍ଷାନୁଷ୍ଠାନରେ ବୈଜ୍ଞାନିକ ପ୍ରର୍ଦଶନୀରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ବିତରଣ କରାଗଲା। ପ୍ରର୍ଦଶନୀରେ ଦଶମ ଶ୍ରେଣୀ ଛାତ୍ର ତାପେନ୍ଦ୍ର ଡାକୁଆ ପ୍ରଥମ ସ୍ଥାନ ହାସଲ କରିଛନ୍ତି, ସେହିପରି ନବମ ଶ୍ରେଣୀ ଛାତ୍ର ସଞ୍ଜିବ ବିସୟୀ ଏବଂ ଦଶମ ଶ୍ରେଣୀ ଛାତ୍ର ସୁଭମ ଆର୍ଶୀବାଦ ପୃଷ୍ଟି , M ସୂର୍ ନାରାୟଣ ସୁବୁଦ୍ଧି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସପ୍ତମ ଶ୍ରେଣୀ ଛାତ୍ର ସୂର୍ଯ୍ୟ ମହାପାତ୍ର, ନବମ ଶ୍ରେଣୀ ଛାତ୍ର ଓମ୍ ପ୍ରକାଶ ଦଳେଇ , D. ସୂରଜ କୁମାର ପାତ୍ର ,ନବମ ଶ୍ରେଣୀ ଛାତ୍ରୀ ଇତିଶ୍ରୀ ବେହେରାଏବଂ ଦଶମ ଶ୍ରେଣୀ ଛାତ୍ର ଆୟୁଷ ମହାରଣା ଏହି ବୈଜ୍ଞାନିକ ପ୍ରର୍ଦଶନୀରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏତଦ୍ ବ୍ୟତୀତ ମଞ୍ଚାସିନ ଅତିଥି ଶ୍ରୀ ମିହିର କାନ୍ତ ସତପଥି ଏହି ବୈଜ୍ଞାନିକ ପ୍ରର୍ଦଶନୀରେ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଛନ୍ତି।

 

Leave a Reply

4 × 5 =