Skip to main content

Loading

ଗଞ୍ଜାମ: ଗଞ୍ଜାମ କୋଚିଂ ଆସୋସେସନ ପକ୍ଷରୁ ଜିଲ୍ଲାର ସମସ୍ତ ଘରୋଇ କୋଚିଂ ସେଣ୍ଟର ଗୁଡିକୁ କାର୍ଯ୍ୟକାରୀ କରାଇବା ପାଇଁ କୋଚିଂ ସେଣ୍ଟରର ଅଧିକାରୀ ମାନେ ନିଜ ନିଜ ଅଞ୍ଚଳର ପ୍ରଶାସନିକ ମୁଖ୍ୟଙ୍କୁ ଦାବୀପତ୍ର ପ୍ରଦାନ କରିବାକୁ ଅନୁରୋଧ । ଜିଲ୍ଲାର ସମସ୍ତ ବ୍ଲକ ସ୍ଥିତ କୋଚିଂ ସେଣ୍ଟର ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ବିଡିଓଙ୍କୁ , ଏନଏସି ଅଧୀନରେ ଥିବା କୋଚିଂ ସେଣ୍ଟର ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଚେୟାରମ୍ୟାନ ଓ ମୁନିସପାଲିଟ ଅଧୀନରେ ଥିବା କୋଚିଂ ସେଣ୍ଟର ପାଇଁ କମିଶନରଙ୍କୁ ଦାବୀ ପତ୍ର ପ୍ରଦାନ କରିବାକୁ ସମସ୍ତ ଘରୋଇ କୋଚିଂ ସେଣ୍ଟର ଅଧିକାରୀଙ୍କୁ ଅବଗତ କରାଯାଉଛି ।

ଏସହ ଗ୍ରୁପରେ ଦାବୀ ପତ୍ର ପ୍ରଦାନ ସମୟର ଫୋଟ ଓ ଦାବୀ ପତ୍ରର ଫୋଟ କପି ପଠାଇବାକୁ ଅନୁରୋଧ ।

Team GCTAA

Leave a Reply

18 − 13 =