Skip to main content
AdministrationIndiaOdishaTrending News

ଭୁଶୁଡିଲା ବିମାନବନ୍ଦର ଛାତ।-Bhubaneswar

By January 25, 2020No Comments

Loading

Bhubaneswar: TOB-NNS

ଭୁଶୁଡିଲା ବିମାନବନ୍ଦର ଛାତ।

ଭୁବନେଶ୍ୱର:ଭୁବନେଶ୍ୱରବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭୁଶୁଡିଲା ନବନିର୍ମିତି କୋଠାର ଛାତ । ଭୁଶୁଡି ଥିବା କୋଠା ତଳେ କିଛି ଲୋକ ଫସି ରହିଥିବା ଆଶଙ୍କା ।

ତେବେ ଆଜି ରାତିରେ ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡିଥିବା ସୂଚନା ମିଳିଛି । ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି । ତେବେ ଏଯାଏଁ ବିମାନ ବନ୍ଦରର କୌଣସି ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ ।

Leave a Reply

thirteen − 7 =