Skip to main content

ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୫ତମ ଜୟନ୍ତୀ ତଥା ପରାକ୍ରମ ଦିବସରେ ଓଡ଼ିଆ ବଜ଼ାର ସ୍ଥିତ ତାଙ୍କ ବାସଭବନରେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

କଟକ:ଆଜି ଭାଜପା କଟକନଗର ଶାଖା ତରଫରୁ ସମସ୍ତ କାର୍ଯ୍ୟକର୍ତା ମାନେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଭାରତର ଲୋକପ୍ରିୟ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୫ତମ ଜୟନ୍ତୀ ତଥା ପରାକ୍ରମ ଦିବସରେ ଓଡ଼ିଆ ବଜ଼ାର ସ୍ଥିତ ତାଙ୍କ ବାସଭବନରେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରିତମ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ମିଶ୍ର, ଜିଲ୍ଲା ଉପସଭାପତି ଦେବାଶିଷ ରାୟ,ସବ୍ୟସାଚୀ ମହାପାତ୍ର, ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର,କୃଷକ ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଜେନା,ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର, ବାରବାଟୀ ମଣ୍ଡଳ ସଭାନେତ୍ରୀ ପୁଷ୍ପିତା ମହାପାତ୍ର, ଗୋପାଳଜୀଉ ମଣ୍ଡଳ ସଭାପତି ଦେବାନନ୍ଦ ସିଂ, ଜୟକୃଷ୍ଣ ସ୍ବାଇଁ,ରଞ୍ଜିତା ନାଏକ,କ୍ଷିତିଶ ବେହେରା,ସୁବାଷ ମହାନ୍ତି,ରଞ୍ଜନ ବେହେରା,ସୂର୍ଯ୍ୟନାରାୟଣ ବେହେରା, ଶ୍ରୀକାନ୍ତ ବେହେରା,ଶେଖ ଜମାଲ,ମୁକେଶ ସାହୁ,ରାକେଶ ସାହୁ, ଆୟୁବ ଖାଁ,ସୁଶାନ୍ତ ମହାନ୍ତି,ଜୀବନଜ୍ୟୋତି ଦାସ,ଶାଶ୍ୱତ ଦାସ,ମହମ୍ମଦ ମୁସ୍ତାକିମ,ସତ୍ୟ ପଟ୍ଟନାୟକ,ମନୋଜ ମହାରଣା, ମନୋଜ ରାଉତ,ଶ୍ରୀନିବାସ ରେଡି,ପୂର୍ଣ୍ଣଚନ୍ଦ୍ର ଭଞ୍ଜ,ନିଶିକାନ୍ତ ସେଠୀ,ସୁମନ ରାଉତ,ପବିତ୍ରମୋହନ ତ୍ରିପାଠୀ,ଜୁନେଦ ଖାଁ,ସାଗର ଦାସ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ।

Leave a Reply

2 × one =