Skip to main content
OdishaTrending News

ଗଣତନ୍ତ୍ର ଦିବସ ଅବସରରେ ଭାରତୀ ଫାଉଣ୍ଡେସନ ପକ୍ଷରୁ ସଡକ ସଚେତନତା

By January 27, 2020January 28th, 2020No Comments

Loading

ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ଭାରତୀ ଫାଉଣ୍ଡେସନ ପକ୍ଷରୁ ଆଜି ସଡକ ସଚେତନତା ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ନିର୍ଗୁଣ୍ଡି ଟୋଲ ଗେଟ୍ ସମ୍ମୁଖରେ ଅନୁଷ୍ଠିତ ହୋଇଛି ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ଓ ସଭାପତି ବିଭୂତି ଭୂଷଣ ସାମଲ, ସଂପାଦକ ଆଲୋକ ପଣ୍ଡା ଉପସଭାପତି ଦୀପିକା ସାହୁ ସହ ସଂପାଦକ ସତ୍ୟ ସାଗର, ଉପଦେଷ୍ଟା ବିଶ୍ୱଜିତ୍, ଶ୍ରୀକାନ୍ତ ମୂଖ୍ୟ ଅତିଥି ଭାବେ ସସ୍ମିତା ଦାସ୍ ରାଜ୍ୟ ସଭାପତି ଓଡିଶା ନାରୀ ସୁରକ୍ଷା ମଞ୍ଚ ଓ ରାଜ୍ୟ ସଭାପତିଆନ୍ତର୍ଜାତିୟମାନବାଧିକାର ସମିତି ସମ୍ମାନୀୟ ଅତିଥି ଉତ୍ତମ ଦାସ୍ , କୈଳାଶ ବରାଳ ,ବାବା ବିଶ୍ଵନାଥ ଦାସ୍, କଲ୍ୟାଣୀ ସାମଲ ,ଶ୍ରୀପତି ସାମଲ ପରିବାର ର ସମସ୍ତ ସଦସ୍ୟ ଅନ୍ୟାନ୍ୟ ସମାଜ ସେବୀ ଉପସ୍ଥିତ ରହି ବହୁ ସୁନ୍ଦର ଭାବରେ କାର୍ଯ୍ୟ କର୍ମ କରାଯାଇଥିଲା।।

Leave a Reply

one + seven =