OdishaTrending News

ଗଣତନ୍ତ୍ର ଦିବସ ଅବସରରେ ଭାରତୀ ଫାଉଣ୍ଡେସନ ପକ୍ଷରୁ ସଡକ ସଚେତନତା

By January 27, 2020January 28th, 2020No Comments

ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ଭାରତୀ ଫାଉଣ୍ଡେସନ ପକ୍ଷରୁ ଆଜି ସଡକ ସଚେତନତା ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ନିର୍ଗୁଣ୍ଡି ଟୋଲ ଗେଟ୍ ସମ୍ମୁଖରେ ଅନୁଷ୍ଠିତ ହୋଇଛି ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ଓ ସଭାପତି ବିଭୂତି ଭୂଷଣ ସାମଲ, ସଂପାଦକ ଆଲୋକ ପଣ୍ଡା ଉପସଭାପତି ଦୀପିକା ସାହୁ ସହ ସଂପାଦକ ସତ୍ୟ ସାଗର, ଉପଦେଷ୍ଟା ବିଶ୍ୱଜିତ୍, ଶ୍ରୀକାନ୍ତ ମୂଖ୍ୟ ଅତିଥି ଭାବେ ସସ୍ମିତା ଦାସ୍ ରାଜ୍ୟ ସଭାପତି ଓଡିଶା ନାରୀ ସୁରକ୍ଷା ମଞ୍ଚ ଓ ରାଜ୍ୟ ସଭାପତିଆନ୍ତର୍ଜାତିୟମାନବାଧିକାର ସମିତି ସମ୍ମାନୀୟ ଅତିଥି ଉତ୍ତମ ଦାସ୍ , କୈଳାଶ ବରାଳ ,ବାବା ବିଶ୍ଵନାଥ ଦାସ୍, କଲ୍ୟାଣୀ ସାମଲ ,ଶ୍ରୀପତି ସାମଲ ପରିବାର ର ସମସ୍ତ ସଦସ୍ୟ ଅନ୍ୟାନ୍ୟ ସମାଜ ସେବୀ ଉପସ୍ଥିତ ରହି ବହୁ ସୁନ୍ଦର ଭାବରେ କାର୍ଯ୍ୟ କର୍ମ କରାଯାଇଥିଲା।।

Leave a Reply