Skip to main content
AdministrationOdishaTrending News

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

By March 23, 2020No Comments

Loading

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଆଗ୍ରାହାଟ ଚୌଦ୍ୱାର


Pradip Raj(Reporter)
କଟକ: କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମ ବେହେରା ସାହିର ବିବାହିତା ମହିଳାଙ୍କ ନିଜ ଘର ଫ୍ୟାନ ରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମହିଳା ଜଣକ ହେଲେ କୈଳାଶ ଚନ୍ଦ୍ର ବେହେରା ଙ୍କ ପତ୍ନୀ ଦୀପିକା ବେହେରା ।ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜରିରଖିଛି । ମହିଳା ଜଣଙ୍କ ଏକ ବିଉଟି ପାର୍ଲର କରିଥିବାବେଳେ ତାଙ୍କର ସ୍ୱାମୀ ଜଣେ ଏସି ମେକାନିକ । ଗତକାଲି ରାତିରେ ପରିବାର ରେ ସ୍ୱାମୀ , ସ୍ତ୍ରୀଙ୍କ ମଧ୍ୟରେ କିଛି ଘରୋଇ ଗଣ୍ଡଗୋଳ କାରଣରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରା ଯାଉଛି ।ଆଜି ଅପରାହ୍ନରେ ଘଟଣା ସ୍ଥଳରେ ଚୌଦ୍ୱାର ପୁଲିସ ଓ ସାଇଣ୍ଟିଫିକ ପହଁଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଁଇ କଟକ ମେଡିକାଲ ପଠାଇଛନ୍ତି।

Leave a Reply

four × 1 =