Skip to main content
OdishaTrending News

ଭାରତୀ ଫାଉଣ୍ଡେସନ ପକ୍ଷରୁ ସହିଦ୍ ହେଇଥିବା ଭାରତ ମାତା ର ବୀରପୁରୁଷ ମାନଙ୍କ ପାଇ ପଦଯାତ୍ରା

By February 15, 2020No Comments

Loading

 

ଭାରତୀ ଫାଉଣ୍ଡେସନ ପକ୍ଷରୁ ସହିଦ୍ ହେଇଥିବା ଭାରତ ମାତା ର ବୀରପୁରୁଷ ମାନଙ୍କ ପାଇ ପଦଯାତ୍ରା

ଭାରତୀ ଫାଉଣ୍ଡେସନ ପକ୍ଷରୁ ସହିଦ୍ ହେଇଥିବା ଭାରତ ମାତା ର ବୀରପୁରୁଷ ମାନଙ୍କ ଉଦ୍ଦେଶ୍ୟ ସେବକ ଆଶ୍ରମ ଛତିଆ ଠାରେ ରେ ଆଜି ସନ୍ଧ୍ୟା ରେ ମହମବତୀ ପଦ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ଓ ସଭାପତି ବିଭୂତି ଭୂଷଣ ସାମଲ ସମ୍ପାଦକ ଆଲୋକ ପଣ୍ଡା ଉପଦେଷ୍ଟା ଶ୍ରୀକାନ୍ତ ବିଶ୍ଵାଳ ସଦସ୍ୟ ପ୍ରଦୀପ ସାହୁ, ପ୍ରଦୀପ ଦାସ,ଶାନ୍ତନୁ ପରିଜା,ସସ୍ମିତା ମହାରଣା, ଦୁର୍ଯ୍ୟୋଧନ ଖଣ୍ଡୁଆଲ୍,ଦିଲିପ୍ ନାଥ,ସସ୍ମିତା ସାହୁ, ରାଜା, ଓ ଶତାଧିକ ବୁଦ୍ଧା ବୁଦ୍ଧି ଅନ୍ୟାନ୍ୟ ସମାଜ ସେବୀ ଓ ମୂଖ୍ୟ ଅତିଥି ସିନ୍ଦ୍ଧା ରାଣୀ ବିଶ୍ଵାଳ ଗୋପବନ୍ଧୁ ଶିକ୍ଷ୍ୟା ନିକତନ ଓ ଚିଫ୍ ଆଡିତର ଦେଲି ନାୟ ଖବର କାଗଜ ଓ ଆଶ୍ୱତି ଫାଉଣ୍ଡେସନ ରାଜ୍ୟ ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର , ବରିଷ୍ଠ ସାମ୍ବାଦିକ ଯୋଶବନ୍ତ ନାୟକ, ସମାଜ ସେବୀ ପ୍ରିୟବ୍ରତ ଦାସ୍ ଉପସ୍ଥିତ ରହି ନୀରବ ପ୍ରାର୍ଥନା ମାଧ୍ୟମ ରେ ଶଦ୍ଧ୍ଞଳି ପ୍ରଦାନ କରିଥିଲେ। ଭାରତ ମାତା ର ଜୟ ଗାନ ରେ ପ୍ରକମ୍ପତି ହେଉଥିଲା

Leave a Reply

sixteen + 13 =